This browser does not support the video element.
ରେଢାଖୋଲ: ଟାମ୍ପରଗଡ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ରେ ଗ୍ରାମସଭା ଅନୁଷ୍ଠିତ
Rairakhol, Sambalpur | Oct 3, 2025
ଟାମ୍ପରଗଡ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ଗ୍ରାମସଭା ଅନୁଷ୍ଠିତ ଟାମ୍ପରଗଡ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ରେ ଶୁକ୍ରବାର ସକାଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୈାରାଙ୍ଗ ସାହୁ ଙ୍କ ସଭାପତିତ୍ବରେ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା । ବୈଠକରେ ସରପଞ କ୍ଷିରୋଦ ରାଉଳ , ଏଡିଓ ଓମ୍ ପ୍ରକାଶ ମିଶ୍ର , ଜିଏସ ଶୁଶାନ୍ତ ମାଝୀ , ଏବଂ ପଞ୍ଚାୟତର ଜନ ସାଧାରଣ ଉପସ୍ଥିତ ଥିଲେ ।