Download Now Banner

This browser does not support the video element.

ଜି ଉଦୟଗିରି: କଳିଙ୍ଗା ଘାଟି ର ଭୂ ସ୍ପଳନ ହେବାର ଚଉଦ ଦିନ ବିତିଗଲା ଯାତାୟତ ସ୍ୱାଭବିକ ହୋଇ ପାରିନାହିଁ, ପଥର ହଟାଇବା ପାଇଁ କଲେ ଦାବୀ

G Udayagiri, Kandhamal | Sep 29, 2025
କଳିଙ୍ଗା ଘାଟି ର ଭୂ ସ୍ପଳନ ହେବାର ଚଉଦ ଦିନ ବିତିଗଲା ଯାତାୟତ ସ୍ୱାଭବିକ ହୋଇ ପାରିନାହିଁ. ଲୋକ ମାନେ ନାହିଂ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. କନ୍ଧମାଳ ଜିଲ୍ଲା ବିଶେଷ କରି ଜି ଉଦୟଗିରି ଅଂଚଳ ର ଲୋକ ମାନେ ଭଞ୍ଜନଗର ଯିବାକୁ ହେଲେ 60 କିଲୋ ମିଟର ଅଧିକା ରାସ୍ତା ବୁଲିବାକୁ ପଡୁଅଛି. ଏହି ମନ୍ଥର କାମ ପାଇଁ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ବିଭାଗ କୁ ଦାୟୀ କରିଛନ୍ତି. କାରଣ ଘାଟି ର ରାସ୍ତା ର ସୁରକ୍ଷା ପାଇଁ କୌଣସି ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉନାହିଁ, ବିଶେଷ କରି ଭୂ ସ୍ପଳନ ସ୍ଥାନର ପାହାଡ଼ ଉପରେ ଥିବା ବଡ଼ ବଡ଼ ପଥର କୁ ହଟାଇବା ଦାବୀ କରିଛନ୍ତି.
Read More News
T & CPrivacy PolicyContact Us