Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ସାଇବର ଠକେଇଙ୍କ ଟାର୍ଗେଟ ପୁରୀ ଶ୍ରୀମନ୍ଦିର,ସିଂହଦ୍ୱାର ଠାରେ ଅସନ୍ତୋଷ ପ୍ରକାଶ କଲେ ଆପ ରାଜ୍ୟ ସଭାପତି l

Puri M, Puri | Aug 31, 2025
ବାହାରୁ ଆସୁଥିବା ସାଧାରଣ ଭକ୍ତ ଉକ୍ତ ତଥ୍ୟ ଦେଖିଲେ ଭ୍ରମିତ ହେବା ସ୍ବାଭାବିକ ।ଉକ୍ତ ୱେବସାଇଟ ତଥ୍ୟ ଅନୁସାରେ ସକାଳ 7ଟା ରୁ ରାତି 12।ଅପରାହ୍ନ 4 ଟା ରୁ ରାତି 8 ମଧ୍ୟରେ ସ୍ଵତନ୍ତ୍ର ଦର୍ଶନ ନେଇ ତଥ୍ୟ ରହିଛି ।ଯାହାର ମୂଲ୍ୟ 50 ଟଙ୍କା ବୋଲି ଦର୍ଶାଯାଇଛି। ଶୀଘ୍ର ଦର୍ଶନ ପାଇଁ 100 ଟଙ୍କା,ଭି ଆଇ ଇ ପି ଦର୍ଶନ ପାଇଁ 500 ଟଙ୍କା,ରାତ୍ରି ଦର୍ଶନ ପାଇଁ 50 ଟଙ୍କା ଦର୍ଶାଯାଇଛି । ଶ୍ରୀମନ୍ଦିରରେ ନିଶୁଳ୍କ ସର୍ବସାଧାରଣ ଦର୍ଶନ ରହିଥିବା ବେଳେ ଏହା କିଭଳି ଭୁଲ ତଥ୍ୟ ଦେଉଛି l
Read More News
T & CPrivacy PolicyContact Us