This browser does not support the video element.
ବଲାଙ୍ଗୀର: ଜରାସିଂହା ପ୍ୟାକ୍ସରେ ୟୁରିଆ ସାରକୁ ନେଇ ବିଜେଡି-କଂଗ୍ରେସ ନେତାଙ୍କ ମଧ୍ୟରେ ହାତାହାତି
Balangir, Balangir | Sep 8, 2025
ଦେଓଗାଁ ବ୍ଲକର ଜରାସିଂହା ପ୍ୟାକ୍ସରେ ୟୁରିଆ ସାର ବଣ୍ଟନ ବେଳେ ବିଜେଡି ନେତା ପ୍ରମୋଦ ବହିଦାର ଓ କଂଗ୍ରେସ ସମିତି ସଭ୍ୟ ଅମିତ ତ୍ରିପାଠୀଙ୍କ ମଧ୍ୟରେ ହାତାହାତି ହୋଇଛି। ସାର କଳାବଜାରୀ ଓ ଡିଲରମାନଙ୍କ ଜବରଦସ୍ତି ନାନୋ ୟୁରିଆ ବିକ୍ରିକୁ ନେଇ ଚାଷୀ ଅଭିଯୋଗ କରୁଛନ୍ତି। ଏହାକୁ ନେଇ ଉଭୟପକ୍ଷ ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି। ବୋଲି ଆଜି ଅପରାହ୍ନ 2ଟା ସମୟ ରେ ଜଣା ପଡିଛି. ସାର ସଙ୍କଟରେ ଚାଷୀଙ୍କ ଅସନ୍ତୋଷ ବଢ଼ିଛି, ଯେତେବେଳେ ପୁଲିସ ତଦନ୍ତ ଆରମ୍ବ କରିଛି।