This browser does not support the video element.
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରେ ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ରୋହିଙ୍ଗିୟାଙ୍କୁ ବିଦା ପାଇଁ ରାଲି।
Paralakhemundi, Gajapati | Aug 16, 2024
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାଜ ପ୍ରସାଦ ଠାରୁ ଆଜି ଦିନ 3ଘଣ୍ଟ ସମୟରେ ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଗଜପତି ଜିଲ୍ଲା ତଥା ଦେଶରୁ ରୋହିଙ୍ଗିୟାଙ୍କୁ ବିଦା କରିବା ନେଇ ଏକ ରାଲି ଅନୁଷ୍ଠିତ ହୋଇ ଯାଇଛି। ବିଶ୍ବହିନ୍ଦୁ ପରିଷଦ ପାରଳା ନଗର ସଭାପତି ଶ୍ରୀ କୈଳାସ ପଟ୍ଟନାୟକଙ୍କ ନେତୃତ୍ବରେ , କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମିଶ୍ର, ଶ୍ରୀ ହରି ମୋହନ ପଟ୍ଟନାୟକ, ବଶିଷ୍ଠ ଓକିଲ ଶ୍ରୀ ଏମ ସି ରାଓ, ଜିଲ୍ଲା ସମ୍ପାଦକ ଶ୍ରୀ ଶ୍ୟାମ ସୁନ୍ଦର ଶବର, ସହ ସମ୍ପାଦକ ଶ୍ରୀ ନାରାୟଣ ଭାଇଙ୍କ ସହ ବହୁ ସଂଗଠକ ମାନେ ଉପସ୍ଥିତ ରହି ନଗର ପରିକ୍ରମା କରିଥିଲେ । ବଙ୍ଗଳାଦେଶର