Download Now Banner

This browser does not support the video element.

ନାକଟିଦେଉଳ: ଡ‌ଇଁଚା ଠାରେ ୩୩ କେଭି ତାରକୁ ଚେନ ପକାଇ ଫୋଲ୍ଟ କଲେ ଗ୍ରାମବାସୀ, ଅନ୍ଧାରରେ ନାକଟିଦେଉଳ ବ୍ଲକ

Naktideul, Sambalpur | Aug 24, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଡ‌ଇଁଚା ଠାରେ ରବିବାର ସକାଳେ 33 kv ବିଦ୍ୟୁତ ତାର କୁ ଫୋଲଟ କରି ବିଦୁତ ବିଛିର୍ନ କରି ନlକଟିଦେଉଳ ବ୍ଳକ ର 4 ଖଣ୍ଡ ପଞ୍ଚଯାତ ଡ଼ଇଞ୍ଚା, ଶିମିଳିପାଳ, ଘୁଷୁରାମାଲ, ଗୋଗୁଆ ବାସୀ ପ୍ରତିବାଦ କରିଛନ୍ତି । ଫଳରେ ନlକଟିଦେଉଳ ବ୍ଲକ ସମ୍ପୂର୍ଣ ଅନ୍ଧାର ରେ ରହିଛି, ଏପରି ଘଟଣା ଘଟିଛି ନlକଟିଦେଉଳ ବ୍ଲକ, ଡ଼ଇଞ୍ଚା ଛକ ରେ ଚାଲିଛି ଏଭଳି ପ୍ରତିବାଦ, ଗ୍ରୀଡ଼ ପ୍ରତିଷ୍ଠା, ନିରବଛିନ୍ନ ବିଦୁତ ଦେବା ଦାବିରେ 33kv ତାର କୁ ଚେନ ପକାଇ ବିଦୁତ କାଟିଛନ୍ତ l
Read More News
T & CPrivacy PolicyContact Us