This browser does not support the video element.
ଆଳି: ରାଜକନିକା ଚନ୍ଦନପୋଖରୀ ଛକରେ ଆଳି ଆସନ୍ତୁଷ୍ଟ ବିଜେପି କର୍ମୀଙ୍କ ସମାବେଶ
Aali, Kendrapara | Apr 19, 2024
ଆଜି ଅପରାହ୍ନ ରେ ଆଳି ନିର୍ବାଚନ ମଣ୍ଡଳୀର ଆସନ୍ତୁଷ୍ଟ ବିଜେପି କର୍ମୀ ମାନଙ୍କୁ ନେଇ ବରିଷ୍ଠ ବିଜେପି ନେତା ବୈକୁଣ୍ଠ ନାଥ ପରିଡାଙ୍କ ଡାକରାରେ ରାଜକନିକା ଚନ୍ଦନପୋଖରୀ ଛକରେ ଏକ ସମାବେଶ ଅନୁଷ୍ଠିତ ହୋଇଛି। ଏହି ସମାବେଶରେ ବିଜେପିର ଆସନ୍ତୁଷ୍ଟ ସତାଧିକ କର୍ମୀ ଓ ଟିକେଟ ଆଶାୟୀ ଯୋଗଦେଇ ଆଳିର ବିଜେପି ପ୍ରାର୍ଥୀ ଙ୍କୁ ସମାଲୋଚନା କରିଛନ୍ତି। ଏହି ସମାବେଶରେ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବା ସହ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀଙ୍କୁ ସମର୍ଥନ କରିବା କଥା ଆଲୋଚନା ହୋଇଥିବା ଦେଖିବାକୁ ମିଳିଛି।