This browser does not support the video element.
ସୋନପୁର: କମସରା ରେ 21 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଶହ ମହା ସପ୍ତମୀ ଏବଂ ମହାଷ୍ଟମୀ ପୂଜା ଅନୁଷ୍ଠିତ
Sonapur, Subarnapur (Sonepur) | Sep 29, 2025
ସୂଚନା ଅନୁସାରେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଧରାପୃଷ୍ଠାରେ ଜଗତ ଜନନୀ ଦୁର୍ଗତି ନାଶିନୀ ମାଁ ଦୁର୍ଗାଙ୍କ ଧାରା ବତରଣ ହୋଇଛି l ଏହି କ୍ରମରେ ମାଁ ଙ୍କ ଷୋଡସ ଉପଚାର ପୂଜାର୍ଚନା ନିମନ୍ତେ ଆଜି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଐତିହାସିକ କମସରା ଗ୍ରାମରେ ଅପରାହ୍ନପ୍ରାୟ ୨ ଘଣ୍ଟା ସମୟରେ ଭବ୍ୟ କଳସ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ବ୍ରତଧାରୀ ମାନେ ନିକଟସ୍ଥ ଶୋଭା ବନ୍ଧକୁ ଯାଇ, ସେଠାରେ ରୀତି ନୀତି ଅନୁସାରେ ମାଁ ଗଙ୍ଗା ଦ