Download Now Banner

This browser does not support the video element.

ଫୁଲବାଣୀ ସହର: ବନ୍ଦଗଡ ର ରାଜସ୍ୱ ନିରିକ୍ଷକ ଙ୍କ କାଯ୍ୟାଳୟ ସହ ଦୁଇ ଅଙ୍ଗନବାଡି କେନ୍ଦ୍ର କୁ ଅଚାନକ ଗସ୍ତ କରିଛନ୍ତି ଫିରିଙ୍ଗିଆ ତହସିଲଦାର

Phulabani Town, Kandhamal | Sep 2, 2025
ଫିରିଙ୍ଗିଆ ତହସିଲଦାର ଯୋତି ପ୍ରକାଶ ସେଠି ଙ୍କ ଅଚାନକ ବନ୍ଧଗଡ଼ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ।ଫିରିଙ୍ଗିଆ ତହସିଲଦାର ଯୋତି ପ୍ରକାଶ ସେଠି ଙ୍କ ଅଚାନକ ବନ୍ଧଗଡ଼ 2 ଅଙ୍ଗନୱାଡି କେନ୍ଦ୍ର ଏବଂ ବନ୍ଧଗଡ଼ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପରିଦର୍ଶନ ରେ ପହଂଚି ଶିଶୁ ଙ୍କ ଯନ୍ତ୍ର ନେଇ ଅଙ୍ଗନବାଡି କର୍ମୀ ମାଳିନୀ କହଁର ଙ୍କୁ ପଚାରି ବୁଝିବା ସହିତ ରାଜସ୍ବ ନିରୀକ୍ଷକ ଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ର ସମୀକ୍ଷା କରିଥିଲେ ।
Read More News
T & CPrivacy PolicyContact Us