This browser does not support the video element.
ସୋନପୁର: ସୁବଳୟାରେ କରମସାନି ଯାତ୍ରା ଅନୁଷ୍ଠିତ, ଯୋଗଦେଲେ ବ୍ଲକ ଉପାଧ୍ୟକ୍ଷ
Sonapur, Subarnapur (Sonepur) | Sep 4, 2025
ସୂଚନା ଅନୁସାରେ ଗତକାଲି ଭାଦ୍ରବ ମାସର ପବିତ୍ର ଏକାଦଶୀ ତିଥି ହୋଇଥିବା ବେଳେ, ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା କୁଲି ପଡା ଠାରେ ପାରମ୍ପରିକ କରମସାନି ଯାତ୍ରା ବଡ ଧୁମ ଧାମରେ ଅନୁଷ୍ଠିତ ହୋଇଯାଇଛି l ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ମାଁ କରମସାନି ଯାତ୍ରା ମଣ୍ଡପରେ ଆବିର୍ଭାବ ହୋଇଥିବାବେଳେ, ବିରାମହରାଜପୁର ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶ୍ରୀଫଳ ଭାଙ୍ଗି ଯାତ୍ରାର ଶୁଭାରମ୍ଭ କରିଥିବା ବେଳେ, ସ୍ଥାନୀୟ ସରପଞ୍ଚ ପ୍ରୋମଦ କୁମାର ମହାପାତ୍ର, ବିଜେ