This browser does not support the video element.
ନୂଆଗାଁ: ରମ୍ପା ପଂଚାୟତରେ ଦୁଇ ମୃତକଙ୍କ ବିୟୋଗରେ ଯୋଗ ଦେଲେ ବିଧାୟକ
Nuagaon, Ganjam | Sep 22, 2024
ଚିକିଟି ବ୍ଳକ ରମ୍ପା ପଞ୍ଚାୟତ ପୋଲସରା ଗ୍ରାମର ଦୁଇଟି କାର୍ଯ୍ୟକର୍ତ୍ତା ଙ୍କ ଦେହାନ୍ତ ଖବର ଶୁଣି ତାଙ୍କରି ବାସଭଵନ ରେ ପହଞ୍ଚିବା ସହ ଅମର ଆତ୍ମା ର ସଦ୍ଗତି କାମନା କରିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା l