Download Now Banner

This browser does not support the video element.

ରେମୁଣା: ସୁନହଟ ସୁବର୍ଣ୍ଣେଶ୍ବର ମନ୍ଦିର ନିକଟରେ ନାଟକ ହିସାବ ମଞ୍ଚସ୍ଥ, ଯୋଗଦେଲେ ସଦର ବିଧାୟକ

Remuna, Balasore | Apr 18, 2024
ବାଲେଶ୍ଵର ସହର ସୁନହଟ ସୁବର୍ଣ୍ଣେଶ୍ବର ମନ୍ଦିର ନିକଟରେ ୫୪ ତମ ବାସନ୍ତୀ ପୂଜା ଉପଲକ୍ଷେ ଗୁରୁବାର ରାତିରେ କଳାକଳ୍ପତ ନାଟ୍ୟାନୁଷ୍ଠାନ ପକ୍ଷରୁ ନାଟକ ହିସାବ ମଞ୍ଚସ୍ଥ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ସଦର ବିଧାୟକ ସ୍ବରୂପ କୁମାର ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ସହ ଏହାକୁ ଉଦଘାଟନ କରିଥିଲେ। କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେଲେ ଏଭଳି ନାଟକର ଆବଶ୍ୟକତା ରହିଥିବା ବିଧାୟକ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥିଭାବେ ବ୍ରିଟ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ସାହିରୁଲ ହକ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us