Install App
sukindakhabar
This browser does not support the video element.
ସୁକିନ୍ଦା: ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରେ ଦାମଦରପୁର ଗ୍ରାମରେ ଭୁଶୁଡି ଗଲା ଘର କାନ୍ଥ , ଅଳ୍ପକେ ବର୍ତ୍ତିଲେ ପରିବାର ବର୍ଗ
Sukinda, Jajpur | Aug 23, 2025
ସୁକିନ୍ଦା ତହସିଲଦାର ଅନ୍ତର୍ଗତ ଦୁଧୁଜୋରୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦାମଦରପୁର ଗ୍ରାମର ୮ ନମ୍ବର ୱାର୍ଡରେ ବସବାସ କରୁଥିବା ନଣ୍ଡା ଖୁଣ୍ଟିଆଙ୍କ ଦୁଇ ପୁଅ, ସୁଦାମ ଖୁଣ୍ଟିଆ ଏବଂ ଉତ୍ତମ ଖୁଣ୍ଟିଆଙ୍କ ଘର ଲଗାଣ ଲଘୁଚାପ ଜନିତ ବର୍ଷାରେ ଭାଙ୍ଗି ଯାଇଥିବା ଶନିବାର ସକାଳ 6 ଘଟିକା ସମୟରେ ଦେଖିବାକୁ ମିଳିଛି । ଭାଗ୍ୟ ବଶତଃ ପରିବାର ବର୍ଗ ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି । ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର ବର୍ଗ ।
Share
Read More News
T & C
Privacy Policy
Contact Us
Your browser does not support JavaScript!