This browser does not support the video element.
କୋଟପାଡ: ଲଗାଣ ବର୍ଷାରେ ଗୁପ୍ତେଶ୍ୱର ପୀଠକୁ ଯୋଗାଯୋଗ ବିଛିନ୍ନ
Kotpad, Koraput | Aug 27, 2025
ବୈପାରୀଗୁଡର ଗୁପ୍ତେଶ୍ୱର ଠାରେ ଲୋଗଣ ବର୍ଷର ପ୍ରବାହ ଦେଖୁବାକୁ ମିକିଛି l ଗୁପ୍ତେଶ୍ୱର ପୀଠ କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଗୁପ୍ତେଶ୍ୱର ପୀଠ କୁ ସଂଯୋଗ କରୁଥିବା ୨ ଟି ରାସ୍ତା ରେ ଯାତାୟାତ ବାଧାପ୍ରାପ୍ତ l ରାମଗିରି - ଗୁପ୍ତେଶ୍ୱର ରାସ୍ତା ମଝିରେ ସୁକୁନାଳ ପୋଲ ଉପରେ ୩ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି l ଅନ୍ୟପଟେ ଗୁପ୍ତେଶ୍ୱର ବାଇପାସ ରୋଡ ଶିରିବେଡା ନିକଟରେ ରାସ୍ତା ଉପରେ ଏକ କିଲୋମିଟର ପର୍ଯ୍ୟନ୍ତ ଚାରି ଫୁଟ ପାଣି ପ୍ରବାହିତ ହେଉଛି l ଯୋ ଦ୍ୱରାକି ଗୁପ୍ତେଶ୍ୱର ପୀଠ କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l