Download Now Banner

This browser does not support the video element.

ଦେବଗଡ: ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଅର୍ଗେନ ଏବଂ ଭୂତେଳ ଗ୍ରାମକୁ ପରିଦର୍ଶନ

Debagarh, Debagarh (Deogarh) | Aug 27, 2025
ତିଲେଇବଣି ବ୍ଲକ ସଡୋ ଗ୍ରାମପଂଚାୟତର ଅନୁନ୍ନତ ଅର୍ଗେନ ଏବଂ ଭୂତେଳ ଗ୍ରାମକୁ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ପରିଦର୍ଶନରେ ଯାଇଥିଲେ । ଜିଲ୍ଲା କଂଗ୍ରେସ ସଂଯୋଜକ ସେମ ହେମ୍ରମଙ୍କ ନେତୃତ୍ୱରେ ଉକ୍ତ ଦଳ ପରିଦର୍ଶନ କରିଥିବା ବେଳେ ଗାଁର ସମସ୍ୟା ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଏଥିସହ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପାଖରେ ଜୋରଦାର ଦାବି କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ମୃତି ଦେଇଥିଲେ । ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ ଉକ୍ତ ଗାଁକୁ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ରାସ୍ତାରୁ ପିଚୁ ଉଠିଗଲାଣି ।
Read More News
T & CPrivacy PolicyContact Us