Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ଏସପି ଅଫିସ ସୂଚନା ଅନୁଯାୟୀ ପ୍ଲାଣ୍ଟସାଇଟ ପୋଲିସ ସଫଳତାର ସହ ଛିନତାଇ ମାମଲାର ଚିହ୍ନଟ କରିଛି, ଓ ଚୋରକୁ ଗିରଫ କରିବା ସହ ଜିନିଷ sabu

Raurkela M, Sundargarh | Aug 24, 2025
ଅଗଷ୍ଟ ୨୪ତାରିଖ ସକାଳ ପ୍ରାୟ ୧୦ଟା ବେଳେ ଅଭିଯୋଗକାରୀ ୨୦ବର୍ଷ ବୟସ୍କ ଅର୍ପିତ ମାଡ଼କି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା,କଡାଲକାର ସ୍ବର୍ଗତ ରିମାସ ମୁଣ୍ଡା ରାଉରକେଲାର ନୂତନ ବସ ଷ୍ଟାଣ୍ଡ ନିକଟରେ ପ୍ରକୃତିର ଡାକରେ ଯୋଗ ଦେଇଥିଲେ,,ସେହି ସମୟରେ ଅଭିଯୁକ୍ତ ସୁବ୍ରତ ଶୁଭଜିତ ତାଙ୍କ ଟଙ୍କା ପର୍ସ ଛଡାଇନେଇଥିଲେ, ଯେଉଁଥିରେ୧୫୦୦ଟଙ୍କା ନଗଦ ଏବଂ ଗୋଟିଏ ଇନଫିନିକ୍ସ ମୋବାଇଲ ଫୋନ ଥିଲା, ପ୍ଲାଣ୍ଟସାଇଟ ପି.ଏସ.ର ତୁରନ୍ତ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମସ୍ତ ଛିନତାଇ ହୋଇଥିବା ଟଙ୍କା ଏବଂ ମୋବାଇଲ ଫୋନ ଉଦ୍ଧାର କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି
Read More News
T & CPrivacy PolicyContact Us