Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବ୍ରହ୍ମପୁର ଠାରେ ଏସପିଙ୍କୁ ଭେଟିଲେ ବିଜେଡି ଯୁବ ଛାତ୍ର ଜନତା ଦଳର ଟିମ୍

Chhatrapur, Ganjam | Aug 21, 2025
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ର ମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଛାତ୍ର ମାନଙ୍କ ଉପରେ ହୋଇଥିବା ମାରଣତ୍ମକ ଆକ୍ରମଣର ଉଚିତ୍ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜୁ ଯୁବ ଛାତ୍ର ଜନତା ଦଳ,ବ୍ରହ୍ମପୁର ଏବଂ ଗଞ୍ଜାମ ତରଫରୁ SP ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଦିଆଯାଇଛି ।ଗୁରୁବାର ସଂଧ୍ୟାରେ ଦାବିପତ୍ର ପ୍ରଦାନ କରି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ମହାନଗର ଯୁବ ଛାତ୍ର ବିଜେଡ଼ି ସଭାପତି ଶୋଭନ କୁମାର ନାୟକ ।
Read More News
T & CPrivacy PolicyContact Us