Download Now Banner

This browser does not support the video element.

କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଗୋଲେଇ ଛକ ପାଖରେ ଏସଏଚଜି ମହିଳାଙ୍କ ଠାରୁ ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Kantabanji, Balangir | May 9, 2024
ବଙ୍ଗୋମୁଣ୍ଡା ରେ ପୁଣି ବ୍ଲାକ ପଲସର ଆତଙ୍କ। ପୁଣି ପୋଲିସ କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ଲୁଟେରା। ଦିନ ଦ୍ବିପହରେ ଏସଏଚଜି ମହିଳା ଙ୍କ ଠାରୁ ବ୍ୟାଙ୍କ ରୁ ଟଙ୍କା ଉଠାଣ କରି ଫେରୁଥିବା ବେଳେ ୫୦ ହଜାର ଟଙ୍କା ଲୁଟ କରି ଫେରାର ମାରିଛନ୍ତି ଲୁଟେରା। ବଙ୍ଗୋମୁଣ୍ଡା ଷ୍ଟେଟ ବ୍ୟାଙ୍କ ରୁ ଗନ୍ଧରାବନ୍ଧ ଗାଁର ମାଁ ବନ ଦୂର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଅର୍ଣ୍ଣପୂର୍ଣା ପୁଟେଲ ଏବଂ ସଂପାଦିକା ରିତା ବାଗ ୫୦ ହଜାର ଟଙ୍କା ଉଠାଣ କରି ଫେରୁଥିବା ବେଳେ ଗୋଳେଇ ଛକ ନିକଟ ନବଦୂର୍ଗା କପଡା ଦୋକାନ ନିକଟରୁ ଏକ ବାଇକରେ ଆସି ୩ ଜଣ ଲୁଟେରା ଟଙ୍କା ବ୍ୟାଗ ଛଡାଇ ଫେରାର ମାରିଥିଲେ।
Read More News
T & CPrivacy PolicyContact Us