Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ରେ ଟଙ୍କା ଠକେଇ ନେଇ ସାଇବର ଥାନାରେ ଅଭିଯୋଗ
Baleshwar M, Balasore | Aug 26, 2025
ପୁରୁଣା ବାଲେଶ୍ବର ଅଞ୍ଚଳର ଯୁବ ସମାଜ ସେବୀ ହ୍ରିତିକ ନାୟକ ନିଜର ସଂଚିତ ଅର୍ଥ ମଲ୍ଲିକାଶପୁର ସ୍ଥିତ ପଂଜାବ ନ୍ୟାସନାଲ ବ୍ୟାଙ୍କ୍ ରେ ଜମା କରିଥିବା ବେଳେ ସେଥିରୁ ୮ଲକ୍ଷ ୫୦ହଜାର ଟଙ୍କା ଗାଏବ୍ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ମଙ୍ଗଳବାର ଦିନ ୩:୩୦ରେ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!