This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା କୁ ଆସନ୍ତାକାଲି ଓ୍ୱଲ ଓ୍ୱଣ୍ଣୀ ଜାରି କରିଛି ରଜ୍ୟାପାଣିପାଗ ବିଭାଗ, ପ୍ରବଳ ବର୍ଷାର ସମ୍ଭାବନା
Phulabani Town, Kandhamal | Aug 26, 2025
କନ୍ଧମାଳ ଜିଲ୍ଲା କୁ ଆସନ୍ତାକାଲି 27ତାରିଖ ସକାଳ 8ଘଣ୍ଟିକା 30ମିନିଟ ଠାରୁ 28 ସକାଳ 8ଘଣ୍ଟିକା 30ମିନିଟ ପଯ୍ୟନ୍ତ , ଓ୍ୱଲ ଓ୍ୱଣ୍ଣୀ ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ ଏହି ସୁଚନା ଟି ମଙ୍ଗଳବାର 1ଘଣ୍ଟିକା 30ମିନଟ୍ ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି , କନ୍ଧମାଳ ରେ ଗତ ଦୁଇ ଦିନ ହେଲା କିଛି ଜାଗାରେ ଵର୍ଷା ଲାଗି ରହିଥିବା ନେଇ ପାଣିପାଗ ଉପରେ ସତର୍କତା ସୁଚନା ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ, ଆସନ୍ତାକାଲି ତାରିଖ27ତାରିଖ ଠାରୁ ଆରମ୍ଭ ଅରି 28ତାରିଖ ସକାଳ 8ଘଣ୍ଟିକା 30ମିନିଟ25ତାରିଖ ପାଗ ପଯ୍ୟନ୍ତ ଏହି ଓ୍ୱଲ ଓ୍ୱର୍ଣ୍ଣୀ ଜାରି କରାଯାଇଛି