Install App
kuna2381
This browser does not support the video element.
ବାଲିକୁଦା: ତିହୁଡି ଛକରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ, ଯୋଗ ଦେଲେ ବିଧାୟକ
Balikuda, Jagatsinghpur | Apr 17, 2024
ବୁଧବାର ଦିନ ୧୧ଟାରେ ତିହୁଡି ଛକରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ରଘୁନନ୍ଦନ ଦାସ, ବାଲିକୁଦା ପଞ୍ଚାୟତ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ଓ କର୍ମୀମାନେ ଉପସ୍ଥିତ ରହି ପଦଯାତ୍ରା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!