Download Now Banner

This browser does not support the video element.

ଅନୁଗୋଳ: ହରିହରପୁର ଠାରେ ଗୋଷ୍ଠୀ ଗୃହର ଶୁଭ ଉଦଘାଟନ କଲେ ଢେଙ୍କାନାଳ ସାଂସଦ

Anugul, Angul | Sep 1, 2024
ଅନୁଗୋଳ ଜିଲ୍ଲା ହରିହରପୁର ଠାରେ ରବିବାର ମଧ୍ୟାହ୍ନରେ ଗୋଷ୍ଠୀ ଗୃହର ଶୁଭ ଉଦ୍ଘାଟନ କଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି l ଏହି ଅବସରରେ ସାଂସଦ ଶ୍ରୀ ପାଣି ଫିତାକାଟି ଉଦଘାଟନ କରିବା ସହିତ ଆୟୋଜିତ ପୂଜା କାର୍ଯ୍ୟରେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ଅଶୋକ ମହାନ୍ତିଙ୍କ ସମେତ ପରିଯୋଜନା ପ୍ରମୁଖ ଅଶୋକ କୁମାର ସେହଗଲ ଏବଂ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us