Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ଖ୍ରୀଷ୍ଟିୟାନ ମଞ୍ଚ ପକ୍ଷରୁ ଜିଲ୍ଲା ଏସପି ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ଦାବିପତ୍ର ପ୍ରଦାନ ପରେ ମତ ରଖିଲେ ମଞ୍ଚର ସଭାପତି

Malkangiri, Malkangiri | Jun 22, 2025
ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିୟାନ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରାରେ ଯାଇ ଏସପି ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କତାମାଟେରୁ ରେ ଖ୍ରୀଷ୍ଟ ଧର୍ମର ଲୋକଙ୍କୁ ହୋଇଥିବା ଆକ୍ରମଣ ଘଟଣା କୁ ବିରୋଧ କରି ଏବଂ ନ୍ୟାୟ ଦାବିରେ ଏହ ଦାବିପତ୍ର ପ୍ରଦାନ ସହ ଖ୍ରୀଷ୍ଟିୟାନ ମଞ୍ଚର ଜିଲ୍ଲା ସଭାପତି ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us