Download Now Banner

This browser does not support the video element.

ଢେଙ୍କାନାଳ ସଦର: ହିନ୍ଦୋଳ ବ୍ଲକ କଳା ସଂସ୍କୃତି ବିଭାଗ ଉପସଭାପତିଙ୍କ ବିରୋଧରେ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଅଭିଯୋଗ

Dhenkanal Sadar, Dhenkanal | Sep 4, 2025
ଢେଙ୍କାନାଳ, ହିନ୍ଦୋଳ ବ୍ଳକ୍ କଳା ସଂସ୍କୃତି ବିଭାଗ ଉପସଭାପତିଙ୍କ ବିରୋଧ ଧରେ ସ୍ଥାନୀୟ କଳାକାରମାନେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ହିନ୍ଦୋଳ ବ୍ଲକ୍ ଅଧୁନରେ ଥିବା ପଂଚାୟତମାନଙ୍କରେ କଳା ସଂସ୍କୃତି ବିଭାଗ ତରଫରୁ ଜଣେ ଜଣେ କଳାକାରମାନଙ୍କୁ ପଂଚାୟତର କଳାର ଉନ୍ନତି ପାଇଁ ମୁଖ୍ୟ ଭାବେ ରଖାଯାଇଥିଲା। ଏହାର କିଛି ଦିନ ପରେ ସରକାରଙ୍କ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ମାଧ୍ୟମରେ ଚୟନ ପରୀକ୍ଷା କରାଯାଇ ଉପଯୁକ୍ତ କଳାକାରମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଥିଲା ।
Read More News
T & CPrivacy PolicyContact Us