Download Now Banner

This browser does not support the video element.

ଖଲ୍ଲିକୋଟ୍: ତୋଟାଗାଁ ରେ ଅଭାବନୀୟ ଘଟଣା; ବାପା କୁ ଧାରୁଆ ଅସ୍ତ୍ର ରେ ଆକର୍ମଣ କଲା ସାନ ପୁଅ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

Khalikote, Ganjam | Aug 28, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁ ରେ ଆଜି ରାତି ପ୍ରାୟ ୧୦ ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ବାପାକୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଛି ସାନ ପୁଅ । ଗୁରୁତର ଜଣଙ୍କ ହେଲେ ମୋହନା ପାହାନ । ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିବାରିକ କଳହ କୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇ ଥିବା ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ।
Read More News
T & CPrivacy PolicyContact Us