Download Now Banner

This browser does not support the video element.

ଭଟଲି: ଭଟଲି ବିଧାୟକ ଙ୍କ କାର୍ଯ୍ୟାଳୟ ରେ ଭଟଲି ବିଧାୟକ ଙ୍କୁ ଭେଟିଲେ ଭଟଲି ବ୍ଳକ ର କଳାକାର ମାନେ

Bhatli, Bargarh (Baragarh) | Sep 2, 2025
ଭଟଲି ବିଧାୟକ ଙ୍କ କାର୍ଯ୍ୟାଳୟ ରେ ଭଟଲି ବିଧାୟକ ଙ୍କୁ ଭେଟିଲେ ଭଟଲି ବ୍ଳକ ର କଳାକାର ମାନେଭଟଲି ବିଧାୟକଙ୍କ କାର୍ଯ୍ୟାଳୟ ରେ ଭଟଲି ବିଧାୟକ  ଇରାଶିଷ ଆଚାର୍ଯ୍ୟ ଙ୍କୁ ଆଜି ଦିନ୧୧ଟାରେ ଭଟଲି ମାଁ ବୀଣାପାଣି ବ୍ଳକ କଳାକାର ସଂଘ ର କଳାକାର ମାନେଭେଟି ଆଲୋଚନା କରିଥିଲେ।ଏଥିରେ ଭଟଲି ବ୍ଲକ ସଭାପତି ନିତ୍ୟାନନ୍ଦ ପାତ୍ର, ସମ୍ପାଦକ ଶଶୀ ଭୂଷଣ ପାଣିଗ୍ରାହୀଙ୍କ ସମେତ ଗୌଡ଼ଗାଁ ରୁ ହାରାଧାନ ମେହେର, ଭଟଲି ରୁ ଭୁବନେଶ୍ୱର ସାହୁ,ଖରସଲ ର ମଦନ ଭୋଇ, ସୀତାରାମ ସିଂ,ଅନ୍ତପାଲି ରୁ ପ୍ରଦୀପପଧାନ,କରୁଣାପଧାନ,ଖରମୁଣ୍ଡାରୁଚୈତନ୍ୟଭୂଇଁୟା,କର୍ଲାଜୁରୀରୁ ଦୁତିଆ ସାହୁ ପ୍ରମୁଖ କଳାକାର ଥିଲେ।
Read More News
T & CPrivacy PolicyContact Us