This browser does not support the video element.
ଡାବୁଗାଁ: *କଳସି ମଣ୍ଡପ ନିକଟ ଗଣେଶ ପୂଜା କମିଟି ଦ୍ଵାରା ଆୟୋଜିତ ଗଣେଶ ଭସାଣିରେ ଦୁଲୁକିଲା ଡାବୁଗାଁ*
Dabugan, Nabarangpur | Sep 8, 2025
ଅପରାହ୍ନ 4 ଘଣ୍ଟା ସମୟରେ ଅନୁଷ୍ଠିତ ହେଲା ଗଣେଶ ଭସାଣି।ଗଣେଶ ଭସାଣିରେ ଦୁଲୁକିଲା ଡାବୁଗାଁ।କଳସି ମଣ୍ଡପ ନିକଟ ଡାବୁଗାଁ ବ୍ଲକର ସବୁଠୁ ବଡ଼ ଗଣେଶମୂର୍ତ୍ତି କୁ ପୂଜା କମିଟି ଦ୍ଵାରା ଆୟୋଜିତ ବିରାଟ ପଟୁଆରରେ ବିସର୍ଜନ କରାଯାଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତର ତାଳେ ତାଳେ ଡାବୁଗାଁ ଅଂଚଳ ର ଯୁବକ ମାନଙ୍କ ସହିତ ଗ୍ରାମ ବାସୀ ଅତି ଆନନ୍ଦ ଉଲ୍ଲାସରେ ଝୁମିଥିଲେ।