Download Now Banner

This browser does not support the video element.

ବାଲିକୁଦା: ବାଲିକୁଦା ବଜାର ନିକଟରେ ଡ଼ଃ ବି.ଆର ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ପାଳିତ

Balikuda, Jagatsinghpur | Apr 14, 2024
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବଜାର ନିକଟରେ ଭାରତରତ୍ନ ଡ଼ଃ ବି. ଆର ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ 11ଟା ସମୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବାଲିକୁଦା ସରପଞ୍ଚ ରାଜକିଶୋର ସାହୁ ବିଜେପି ନେତା ଶିବବ୍ରତ ଦାସ, ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର କାନୁଗୋ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us