Download Now Banner

This browser does not support the video element.

ଝାରପୋଖରିଆ: ସର୍ପ ଦଂଶନରୁ ଅଳ୍ପକେ ବର୍ତ୍ତିଲେ ପାଣିଜିଆ ଗ୍ରାମର ମହିଳା

Jharpokharia, Mayurbhanj | Oct 14, 2024
ସର୍ପ ଦଂଶନରୁ ଅଳ୍ପକେ ବର୍ତିଲେ ମହିଳା ଆଜି ସନ୍ଧ୍ୟା ୬ଟା ବେଳେ ସାରସ କଣା ପାଣିଜିଆ ଗ୍ରାମର ମାନି ନାଏକ ଦୋକାନକୁ କୌଣସି ଜିନିଷ ଆଣିବାକୁ ଯାଉଥିବା ବେଳେ ବିରାଟକାୟ ନାଗ ସାପ ଉପରେ ପାଦ ଦେଉ ଦେଉ ଦେଖି ପକେଇ ଥିଲେ ତେବେ ପାଟି କରିବାରୁ ପାଇଖାନା ଖୋଳା ଯାଇଥିବା ଟାଙ୍କି ଭିତରେ ସାପଟି ପଶି ଯାଇଥିଲା ତେବେ ବନ କର୍ମଚାରୀ ଙ୍କୁ ଫୋନ କରିଥିଲେ ହେଲେ ଫୋନ ଲାଗି ନ ଥିଲା ଯାହା ଫଳରେ ନାଗଟି ଟାଙ୍କି ଭିତରେ ରହି ବର୍ତ୍ତମାନ ସୁଦ୍ଧା ଗର୍ଜନ ଛାଡ଼ୁଛି । ସ୍ନେକ ହେଲ୍ପ ଲାଇନ କୁ ଯୋଗାଯୋଗ କରିଛନ୍ତି ଆସିବା ପରେ ଉଧାର କରି ଜଙ୍ଗଲ ରେ ଛାଡିବେ ବୋଲି ମାନି ନାଏକ ପାଖରୁ ସୂଚନା ମିଳିଛି ।
Read More News
T & CPrivacy PolicyContact Us