This browser does not support the video element.
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ସଭାଗୃହ ଗୃହଠାରେ OSWAS ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Bhanjanagar, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ସଭାଗୃହ ଗୃହଠାରେ OSWAS ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମ ଆଜି ଦିନ 11 ଘଣ୍ଟ ସମୟରେ ହୋଇଥିବାର ଖବର ମିଳିଥିବା ବେଳେ ବ୍ଳକର ସମସ୍ତ ବିଭାଗ ର ଅଧିକାରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମ ରେ ବିଭିନ୍ନ ଜନହିତକର ଉପରେ ତାଲିମ ପ୍ରଦାନ କରାଯାଇଥିବା ଖବର ମିଳିଛି ।