Download Now Banner

This browser does not support the video element.

ଝାରପୋଖରିଆ: ସାରସ କଣା ପ୍ରବଳ ଶବ୍ଦ ରେ ଥରିଲା ସାରସ କଣା ଅଂଚଳ

Jharpokharia, Mayurbhanj | Oct 19, 2024
ପ୍ରବଳ ଶବ୍ଦ ରେ ଥରିଲା ସାରସ କଣା ଅଂଚଳ ଆଜି ସକାଳ ୮ଟା ୧୦ ମିନିଟ୍‌ ସମୟରେ ଆକାଶରେ ଘଟି ଆସିଲା କଳା ହାଣ୍ଡିଆ ମେଘ ତା ସହିତ ପ୍ରଚଣ୍ଡ ବିଜୁଳିର ଶବ୍ଦକୁ ନେଇ ସାରସ କଣା ଅଞ୍ଚଳ ବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଅଞ୍ଚଳରେ ଛାତିଥରା ଶବ୍ଦରେ ଭୟର ବାତାବରଣ ଖେଳିଯାଇଛି। ଶବ୍ଦ ର ପରେ ପରେ ତୁହାକୁ ତୁହା ବର୍ଷା ପ୍ରାୟ୧ଘଣ୍ଟା ଧରି ସାରସ କଣା, ବମ୍ବେଛକ,ଯୋକା, ପାକଟିଆ ଅଞ୍ଚଳରେ ପ୍ରବଳ ବର୍ଷା ହେଇଥିବା ଦେଖା ଦେଇଛି । ସ୍ଥାନୀୟ ପଥଞ୍ଜଳି ନନ୍ଦ କହିଛନ୍ତି ଆମେ କେବେ ଦେଖିନି ବିଲରେ ଧାନ ପାଚିଲେ ଏଭଳି ଘଡଘଡି ମାରେ ବୋଲି । ସବୁକିଛି ପରିବର୍ତ୍ତନ ହେଉଛି ମାଳିକା କଥା ସତ ହେଇପାରେ ବୋଲି
Read More News
T & CPrivacy PolicyContact Us