This browser does not support the video element.
ବାସୁଦେବପୁର: ବହୁପୋଖରୀ ଗାଁରେ ଟ୍ୟୁସନ ସାରଙ୍କ ମାଡ଼ରେ ଜଣେ ଛାତ୍ର ଆହତ
Basudebpur, Bhadrak | Apr 19, 2024
ବହୁପୋଖରୀ ଗାଁରେ ଟ୍ୟୁସନ ସାରଙ୍କ ମାଡ଼ରେ ଜଣେ ଛାତ୍ର ଆହତ । ବାସୁଦେବପୁର ମେଡିକାଲ ରେ ଭର୍ତି କଲେ ପରିବାର ଲୋକ । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ନାଇକାଣିଡିହି ଥାନା ବହୁପୋଖରୀ ଠାରେ ଗୁରୁବାର ରାତି 9ଟାରେ । ଆହତ ଛାତ୍ର ମନରଞ୍ଜନ ଦଳେଇଙ୍କ ଚତୁର୍ଥ ଶ୍ରେଣୀର ଛାତ୍ର ସତ୍ୟମ ଦଳେଇ । ଏନେଇ ନାଇକାଣିଡିହି ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ବାସୁଦେବପୁର ମେଡିକାଲ ରେ ପରିବାର ପକ୍ଷରୁ ଭର୍ତି କରାଯାଇଥିଲା । ସେଠାରେ ତାର ଚିକିତ୍ସା ଜାରି ରହିଛି ।