Download Now Banner

This browser does not support the video element.

ଓରିଏଣ୍ଟ: ବ୍ରଜରାଜନଗର ପୌରପରିଷଦର ବିଭିନ୍ନ ପୂଜା ମଣ୍ଡପକୁ ଗସ୍ତକରି ମାଁ ଦୂର୍ଗା ଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ରାଜସ୍ୱ ମନ୍ତ୍ରୀ

Orient, Jharsuguda | Sep 29, 2025
ମାଁ ଦଶଭୁଜାଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ଶକ୍ତିପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପ । ସବୁଠି ଚାଲିଛି ମାଙ୍କ ଆରାଧନା। ଆଜି ଶକ୍ତି ପୀଠରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ମଣ୍ଡପରେ ମାଙ୍କର ମହାସପ୍ତମୀ ପାଳନ କରାଯାଉଛି। ତେବେ ମଣ୍ଡପରେ ପବିତ୍ର ନବରାତ୍ର ର ସପ୍ତମୀ ପୂଜା ଅବସରରେ ଆଜି ଦିନ ଦୁଇଟା ସମୟରେ ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ଗାନ୍ଧିଛକ, ଇ.ଏସ୍.ଆଇ ଛକ,ଲମଟିବାହାଲ, ମଣ୍ଡଳିଆ ପୂଜା ମଣ୍ଡପକୁ ଯାଅ ମାଁ ଦୂର୍ଗା ଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରି ଆଶିର୍ବାଦ କାମନା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ଜଗତ ଜନନୀ ମାଁ ଦୁର୍ଗା
Read More News
T & CPrivacy PolicyContact Us