This browser does not support the video element.
ଜୁନାଗଡ: ଆସନ୍ତା ୨୫ ତାରିଖରେ ଗୋଲାମୁଣ୍ଡା ବ୍ଲକ ପରିସରରେ ହେବାକୁ ଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କେସିଙ୍ଗା ବ୍ଲକକୁ ସ୍ଥାନାନ୍ତରିତ
Junagarh, Kalahandi | Aug 23, 2025
ଆସନ୍ତା 25ତାରିଖ ରେ ଗୋଲାମୁଣ୍ଡା ବ୍ଲକ ପରିସରରେ ହେବାକୁ ଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କେସିଙ୍ଗା ବ୍ଲକ କୁ ସ୍ଥାନାନ୍ତରିତ ଆଜି 23ତାରିଖ ଶନିବାର ଅପରାହ୍ନ 4ଟାରେ କଳାହାଣ୍ଡି ଜିଲ୍ଲା ପାଳ ଙ୍କ ଦ୍ଵାରା ପତ୍ର ସଂଖ୍ୟ 3325 ରେ ଏକ ସୂଚନା ଜାରିକରାଯାଇଛି ଯେ ଆସନ୍ତା 25ତାରିଖରେ ଗୋଲାମୁଣ୍ଡା ବ୍ଲକ ପରିସରରେ ହେବାକୁ ଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କେସିଙ୍ଗା ବ୍ଲକ ପରିସରକୁ ସ୍ଥାନାନ୍ତରିତ କରାଯାଇଛି ତେବେ ଏହି ସୂଚନା ଗୋଲାମୁଣ୍ଡା ବ୍ଲକ ପରିସରରେ ମଧ୍ୟ ଦିଆଯାଇଛି