Download Now Banner

This browser does not support the video element.

ନୂଆପଡା: ସାରାବଂଗ ଭାଇଂଶାହିପାଟ ମନ୍ଦିର ନବରାତ୍ର ପୂଜା ରେ ଯୋଗଦେଲେ ନୂଆପଡ଼ା ସଦର ବ୍ଲକ ଅଧ୍ୟକ୍ଷା

Nuapada, Nuapada | Sep 28, 2025
ଆଜି ସନ୍ଧ୍ୟା ସାଢେ ସାତଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସାରାବଙ୍ଗ ଭଇଂଶମୁଡ଼ି ଗ୍ରାମ ଭାଇଂଶାହିପାଟ ମନ୍ଦିର ନବରାତ୍ର ପୂଜା ରେ ଯୋଗଦେଇଥିଲେ ନୂଆପଡ଼ା ସଦର୍ ବ୍ଲକ ଅଧ୍ୟକ୍ଷା ତରେଶ୍ଵରି ସାହୁ।ତାଙ୍କ ସହ ସାରାବଙ୍ଗ ସମିତି ସଭ୍ୟ ଜାଗୃତି ସାହୁ ସରପଞ୍ଚ ରଥ ବାଇ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us