Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୫ସ୍ଥିତ ଶ୍ରୀ ଅରବିନ୍ଦସ୍କୁଲଠାରେ ଅଟଳ ଟିକେରିଙ୍ଗ ଲାବଆନୁକୂଲ୍ୟରେ ଛାତ୍ର ଛାତ୍ରୀମାନଙ୍କମଧ୍ୟରେ ବୌଦ୍ଧିକତାବିକାଶ ପାଇଁ କର୍ମଶାଳା

Raurkela M, Sundargarh | Sep 10, 2025
ସେପ୍ଟେମ୍ବର ୧୦ ତାରିଖ ସକାଳ ପ୍ରାୟ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଅଟଳ ଟିକେରିଙ୍ଗ ଲାବ ଆନୁକୁଲ୍ୟ ରେ ବୌଧିକତାବିକାଶପାଇଁ ଏକଦିବାସୀୟ କର୍ମଶାଳାଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହେବା ଅବସରରେ ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତା ଓ ଭୁବନେଶ୍ୱର ସ୍ଥିତ AIC ନାଳନ୍ଦାର ସଂଯୋଜକ ଶେଷଦେବ ନାୟକ ଓ ପ୍ରବନ୍ଧକ ସତ୍ୟ ସ୍ୱରୂପ ପଣ୍ଡାଙ୍କ ନିର୍ଦ୍ଧେଶନାରେ ସୁନ୍ଦରଗଡ଼ ଜିଲାରୁ ୫ଟି ବିଦ୍ୟାଳୟରୁ ୪୮ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ, ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀଙ୍କ ବୌଦ୍ଧିକ ବିକାଶ ହୋଇ ପାରିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ନାୟକ ଆଶା P
Read More News
T & CPrivacy PolicyContact Us