Download Now Banner

This browser does not support the video element.

ଖୋର୍ଦ୍ଧା: କଣ୍ଟାବାଡ ପଞ୍ଚାୟତରେ କାର୍ଯ୍ୟାଳୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କଲେ ସ୍ଥାନୀୟ ବିଧାୟକ

Khordha, Khordha | Sep 8, 2025
ଆଜି ଖୋର୍ଦ୍ଧା ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କଲେ ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ, ଗୋଷ୍ଠି ଉନୟନ ଅଧିକାରୀଙ୍କ ସମେତ ବେଗୁନିଆ ବ୍ଲକର ସମସ୍ତ କତୃପକ୍ଷ ଙ୍କ ସହ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା ଏବଂ କଣ୍ଟାବାଡ ଗ୍ରାମପଞ୍ଚାୟତର ସମସ୍ତ ଛାମୁଆ ନେତୃବୃନ୍ଦ ଉପସ୍ଥିତ ଥିଲେ। ଗ୍ରାମପଞ୍ଚାୟତର ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ଜନଶୁଣାଣି କାର୍ଯ୍ୟକ୍ରମରେ ଉକ୍ତ ବିଭାଗର ପଦାଧିକାରୀ ମାନଙ୍କ ସହ ଆଲୋଚନା କଲେ।
Read More News
T & CPrivacy PolicyContact Us