Download Now Banner

This browser does not support the video element.

ରେଢାଖୋଲ: ଧମା କଟା ଗ୍ରାମରେ ସାପ କାମୁଡାରେ ଜଣେ ମୃତ

Rairakhol, Sambalpur | Oct 8, 2025
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଲିପିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଧମା କଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ବୁଧବାର ସକାଳେ ମୃତ୍ୟୁ ହୋଇଛି। ମୃତ ଜଣକ ହେଲେ ଚାନ୍ଦ୍ରିକା ଗୁପ୍ତା । ସେ ଅଞ୍ଚଳର ଜଣେ ଜଣାଶୁଣା ପାଣି ପମ୍ପ ମିସ୍ତ୍ରୀ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ ଗତ କାଲି ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ।
Read More News
T & CPrivacy PolicyContact Us