This browser does not support the video element.
ଫୁଲବାଣୀ ସହର: ବାଲିଗୁଡା ଠାରେ ସାମ୍ବାଦିକ ଙ୍କ ଖବର ପ୍ରସାରଣ କୁ ନେଇ ସସିଆଲ ମିଡିଆ ରେ ବିଭିନ୍ନ ମିଥ୍ୟା ପ୍ରଚାର ଥାଧନା ରେ ଅଭିଯୋଗ
Phulabani Town, Kandhamal | Sep 30, 2025
ଗତକାଲି ଭବାନିକେଫ୍ ରେ ଗଣ୍ଡଗୋଳ ଘଟଣା ରେ ମତାମତ ରଖିଛନ୍ତି, ଭବାନୀ କେଫ୍ ର ମାଲିକ ମଙ୍ଗଳବାର ସଂନ୍ଧ୍ୟା 5 ଘଣ୍ଟିକା ସମୟରେ ମୁନାପଣ୍ଡା, ମୁନା ପଣ୍ଡା କହିଛନ୍ତି ଯେ ତାଙ୍କ ହଟେଲ ରେ ସେ ଦିବ୍ୟାଙ୍ଗ କାମ କରୁନଥିଲେ, ବଂର ହଟେଲ ରେ କାମ କରୁଥିବା ଏକ କର୍ମଚାରୀ ଜଣକ ତାଙ୍କ ପାଖରେ ଦେଶି ମଦ ପି ବାକି ହଇଛନ୍ତି ଯାହାକୁ ନେଇ ସେ ବାରମ୍ବାର ଗଣ୍ଡଗଳ କରୁଛନ୍ତି, ଗତକାଲି ପବ୍ଲିକ୍ ଆପ୍ ଏହି ଘଟଣା ଉପରେ ଖବର ପ୍ରସାରଣ ହଇଥିଲା ରାତି 11ଘଣ୍ଟିକା ସମୟରେ ଏକ ଦିବ୍ୟାଙ୍ଗ ମଦ୍ୟପାନ କରି ଗଣ୍ଡଗୋଳ କରିଥିଲେ, ଖବର ପ୍ରସାରଣ ପରେ ମିଥ୍ୟା ରେ ମୁନା ପଣ୍ଡା ଙ୍କ ପୁତୁରା ନିଜ ସସିଆଲ