Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିରେ ପୁଣି ଭୂଷ୍ଖଳନ ଘଟିଛି । ଚାଲିଛି ନିର୍ମାଣ କାର୍ଯ୍ଯ ଯୋରଦାର

Bhanjanagar, Ganjam | Sep 23, 2025
ଗଞ୍ଜାମ କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିରେ ପୁଣି ଭୂଷ୍ଖଳନ ଘଟିଛି । ଗତ 16 ତାରିଖ ଦିନ ପ୍ରବଳ ଭୂଷ୍ଖଳନ ଘଟି ଘାଟି ଦୁଇଫାଳ ହୋଇଯାଇଥିବା ବେଳେ ତାହାର ମରାମତି କାର୍ଯ୍ୟ ବଢିଥିଲା । ତେବେ ଗତକାଲି ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିଲା । ଯାହାରିଫଳରେ ପୁଣି ନିର୍ମାଣ ହୋଇଥିବା ଘାଟିର କିଛି ଅଶଂ ଧୋଇ ହୋଇଯାଇଥିଲା । ଏହା ପରେ ପୁଣି ଅ।ଜି ସକାଳ ସମୟରୁ ନିର୍ମାଣ କାର୍ଯ୍ୟ ଚାଲୁରହିଥିବାର ଜଣାପଡିଥିବା ବେଳେ ପୁଣି ଅ।ଜି ଅପରାହ୍ନ 12 ଘଣ୍ଟ ସମୟରୁ ପ୍ରବଳ ବର୍ଷା ହୋଇଥିବା କାରଣରୁ କାମ ବନ୍ଦ ହୋଇଥିବାର ଖବର ମିଳିଛି ।
Read More News
T & CPrivacy PolicyContact Us