This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର-୨୦ ଡି ବ୍ଲକ ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ
Raurkela M, Sundargarh | Sep 1, 2024
ସେକ୍ଟର ୨୦ ଡି ବ୍ଲକ ଦୁର୍ଗା ପୂଜା କମିଟି ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ସେକ୍ଟର ୨୦ ଡି ବ୍ଲକ୍ ପୂଜା କମିଟି ଚଳିତ ବର୍ଷ ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ। ଏ ନେଇ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ନିମନ୍ତେ ଉତ୍ସାହର ସହ ଯୁବ ବର୍ଗ ଆଗେଇ ଆସି ପୂଜାକୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି। ୬୦ ଜଣ ଯୁବକଙ୍କୁ ଗଠିତ ଏହି ସୁବର୍ଣ୍ଣ ଜୟନ୍ତୀ କମିଟି ଚଳିତ ବର୍ଷ ପ୍ୟାଲେସ ଥିମ୍ ର ପେଣ୍ଡାଲ କରିବା ନିଷ୍ପତ୍ତି ନେଇ ଆଗେଇଛନ୍ତି। କମିଟିର ମଙ୍ଗ ତଥା ସଭାପତି ମନୋଜ ଘଡେ଼ଇ