Download Now Banner

This browser does not support the video element.

ବୀରମହାରାଜପୁର: ମହାଦେବପାଲି ଠାରେ ବିଳମ୍ବିତ ରାତି ଯାଏ ରାବଣ ଦରବାର ଅନୁଷ୍ଠିତ, ଯୋଗଦେଲେ ବିଧାୟକ

Biramaharajpur, Subarnapur (Sonepur) | Oct 2, 2025
ବିନିକା ଥାନା ଅନ୍ତର୍ଗତ ମହାଦେବପାଳି ଠାରେ ରଘୁନାଥ ଯୁବକ ସଙ୍ଘ ଅନୁକୂଲ୍ୟରେ ଦୁର୍ଗା ପୂଜା ଅବସରରେ ଚାଲିଥିବା ରାବଣ ଦରବାର ଗତକାଲି ବିଳମ୍ବିତ ରାତି ତଥା ରାତି 12ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ସଂଘର ସଭାପତି ସଂଗ୍ରାମ କେଶରୀ ନାୟକଙ୍କ ଅଫ୍ୟକ୍ଷତରେ ଆୟୋଜିତ ରାବଣ ଦରବାରକୁ ବିଧାୟକ ରଘୁନାଥ ଜଗଦଳା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ବାର୍ତା ପ୍ରଦାନ କରିଥିଲେ l ତେବେ କଂସ ଭୂମିକାରେ ମନୋରଞ୍ଜନ ଚିତ୍ରଗୁଣ ଅଭିନୟ କରୁଥିବା ବେଳେ ବିଳମ୍ବିତ ରାତି ଯାଏ ହଜାର ହଜାର ଦର୍ଶନ ଉପଭୋଗ କରିଥିଲେ l
Read More News
T & CPrivacy PolicyContact Us