Download Now Banner

This browser does not support the video element.

ପାଲଲହଡା: ପାଲଲହଡା ନିର୍ବାଚନ ମଣ୍ଡଳୀରେ ସେବା ସପ୍ତାହ ପାଳନ ନିମନ୍ତେ ବିଜେପିର ପ୍ରସ୍ତୁତି ବୈଠକ

Palalahada, Angul | Sep 10, 2025
ବିଜେପି ପକ୍ଷରୁ ବୁଧବାର ଅପରାହ୍ନ ୪ ଟା ସମୟରେ ସେବା ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ପାଲଲହଡା ନିର୍ବାଚନ ମଣ୍ଡଳୀର ରେଙ୍ଗାଳୀ, ଖମାର ଓ ପାଲଲହଡ଼ା ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି । ସେବା ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ,ରକ୍ତ ଦାନ ଶିବିର,ସ୍ୱାସ୍ଥ୍ୟ ଶିବିର,ସଫେଇ ଅଭିଯାନ,ଦିବ୍ୟାଙ୍ଗଙ୍କୁ ସମ୍ମାନିତ ଓ ଦୀପଦାନ ପ୍ରଭୁତି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ନିଷ୍ପତି ଗ୍ରହଣ କରା ଯାଇଛି ବୈଠକରେ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ପ୍ରହ୍ଲାଦ ସାମଲ,ଲିଙ୍ଗରାଜ ଦାସ,ପଞ୍ଚାନନ ସାହୁଙ୍କ ସମେତ ମଣ୍ଡଳ ସଭାପତି, ଯୁବମୋର୍ଚ୍ଛା,ମହିଳାମୋର୍ଚାର ବହୁ କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ
Read More News
T & CPrivacy PolicyContact Us