Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ଉଦିତନଗର ସିଡ଼ିପିଓଙ୍କ କାର୍ଯ୍ୟାଳୟରେ ଆଶ୍ରା ପକ୍ଷରୁ ସୁଭଦ୍ରା ଯୋଜନା ନେଇ ସାକ୍ଷାତ ଆଲୋଚନା

Raurkela M, Sundargarh | Aug 30, 2024
ଉଦିତନଗର ସିଡ଼ିପିଓ କାର୍ଯ୍ୟାଳୟରେ ଆଶ୍ରା ପକ୍ଷରୁ ଶୁଭଦ୍ରା ଯୋଜନା ନେଇ ସାକ୍ଷାତ ସମ୍ପ୍ରତି ରାଜ୍ୟ ସରକାର ମହିଳାମାନଙ୍କ ପାଇଁ ଶୁଭଦ୍ରା ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏହି ଯୋଜନାରେ ସାମିଲ୍ କରିବା ପାଇଁ ହେଉ ବା ଅସାଧୁ ଉପାୟରେ ମହିଳାମାନଙ୍କୁ ମିଛ ସହଯୋଗ କରିବା କହି କିଛି ଅସାଧୁ କୁଜି ନେତା, ନେତ୍ରୀ ମଧ୍ୟସ୍ଥି ସାଜି କିଛି ମହିଳାଙ୍କ ଠାରୁ ୫୦୦/୬୦୦ ଟଙ୍କା ନେଇଥିବା ଭଳି ଶୁଣାଯାଉଛି। ଏ ନେଇ ଆଶ୍ରା ଗୃପ୍‌ର ମହିଳା ସଦସ୍ୟାମାନେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମାଜସେବୀ ମୀନତି ଦେବତାଙ୍କ ନେତୃତ୍ବରେ ଶୁକ୍ରବାର ଦିନ ୧୧ଟା ସମୟରେ ସିଡିପିଓଙ୍କୁ ଦେଖାକରିଥିଲେ।
Read More News
T & CPrivacy PolicyContact Us