Download Now Banner

This browser does not support the video element.

ଯୋଡା: ୫୨୦ ନଂ ଜାତୀୟ ରାଜପଥ ଲହଣ୍ଡା ଠାରେ ଅଟୋ ଓ ବାଇକ ମଧ୍ୟରେ ଧକ୍କା, ବାଇକ ଆରୋହୀ ଆହତ

Joda, Kendujhar | Mar 31, 2024
ଆଜି ଅପରାହ୍ନରେ ଜଣେ ବାଇକ ଆରୋହୀ ବଡବିଲରୁ ରିମୁଳି ଯାଉଥିବା ବେଳେ ଲହଣ୍ଡା ଠାରେ ଅଟୋ ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଘଟଣାସ୍ଥଳରୁ ଅଟୋ ବାଇକକୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକେତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ଜଣାପଡିଛି।
Read More News
T & CPrivacy PolicyContact Us