Download Now Banner

This browser does not support the video element.

ବାଲିଗୁଡା: ତୁମୁଡିବନ୍ଧ ଠାରେ ସିଡିପିଓ ଙ୍କ ଆଘାତରେ ଅଙ୍ଗନବାଡି ଜିଲ୍ଲା ସଭାପତି ଗୁରୁତର,

Baliguda, Kandhamal | Sep 12, 2025
ତୁମୁଡିବନ୍ଧ ଠାରେ ସିଡିପିଓ ଙ୍କ ଆଘାତରେ ଅଙ୍ଗନବାଡି ଜିଲ୍ଲା ସଭାପତି ଗୁରୁତର, ଏହି ଭଳି ଘଟଣା ଦେଖିବାକୁ ମିଳିଛି ଶୁକ୍ରବାର ଅପରାହ୍ନ 4ଘଣ୍ଟିକା ସମୟରେ, ସୁଚନା ମୁତାବକ, ଏକ ଅଙ୍ଗନବାଡି କର୍ମୀ ଙ୍କ ସମସ୍ୟା କୁ ନେଇ ତୁମୁଡିବନ୍ଧ ଯାଇଥିଲେ ଅଙ୍ଗନବାଡି କର୍ମଚାରୀ ସଂଘ ର ଜିଲ୍ଲା ସଭାପତି, ତେବେ ଘଟଣା ସ୍ଥଳରେ କଣ ଘଟିଛି କିଛି ଷ୍ଟଷ୍ଠ ହଇନଥିବା ବେଳେ, ଅଙ୍ଗନବାଡି କର୍ମୀ ଙ୍କ ଠାରୁ ଶୁଣିବାକୁ ମିଳୁଛି ତୁମୁଡିବନ୍ଧ ସିଡିପିଓ ଜାଣିଶୁଣି ତାଙ୍କ ଗାଡିଗେଟ ଧକ୍କା ମିରିବାରୁ ଏହିଭଳି ଘଟଣା ଘଟିଛି ବଲି ସୁଚନା ମିଳୁଛି, ଏନେଇ ବାଲିଗୁଡା ଅଙ୍ଗନବାଡି କର୍ମୀ ଙ୍କ ମଧ ଅସନ୍ତୋଷ ଦେଖାଦେବା ସ
Read More News
T & CPrivacy PolicyContact Us