This browser does not support the video element.
ସୋନପୁର: ସହରରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ରିଙ୍ଗରୋଡ ଠାରେ ଥିବା ହେଲିପେଡ ଅଞ୍ଚଳକୁ ପରିଦର୍ଶନ କଲେ ଜିଲ୍ଲାପାଳ
Sonapur, Subarnapur (Sonepur) | Aug 23, 2025
ସୁବର୍ଣ୍ଣପୁର ସହରରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ରିଙ୍ଗରୋଡ ଠାରେ ଥିବା ହେଲିପେଡ ଅଞ୍ଚଳ କୁ ପରିଦର୍ଶନ କଲେ ଜିଲ୍ଲାପାଳ।ସୁବର୍ଣ୍ଣପୁର ଜିଲ୍ଲା ବାସିଙ୍କ ଦୀର୍ଘ ଦିନର ଦାବି ଖୁବ ଶିଘ୍ର ପୁରଣ ହେବାକୁ ଯାଉଛି।ଏନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ସମେତ ।ବିଭିନ୍ନ ବିଭାଗର ଅଧିକାରୀ,ବରିଷ୍ଠ ନାଗରିକ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ, ଆଜି ରିଙ୍ଗରୋଡ ଠାରେ ଥିବା ହେଲିପେଡ ଅଞ୍ଚଳ କୁ ପରି ଦର୍ଶନ କରିଛନ୍ତି।ଏବଂ ସେଠାରେ ଏକ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଫାଇନାଲ ହୋଇ ଥିବା