Install App
pradipta605
This browser does not support the video element.
ଜଟଣୀ: ଶରତ ପାଇକରାୟ ଷ୍ଟାଡିୟମରେ ଅନୁଷ୍ଠିତ ଗଣେଶ ପୂଜା ମହୋତ୍ସବରେ ଯୋଗ ଦେଲେ ବାଚସ୍ପତି ସୁରମା ପାଢ଼ୀ
Jatani, Khordha | Sep 1, 2025
ଜଟଣୀ ଶରତ ପାଇକରାୟ ଷ୍ଟାଡିୟମରେ ଅନୁଷ୍ଠିତ ଗଣେଶ ପୂଜା ମହୋତ୍ସବରେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ 1 ତାରିଖ ରାତି ସାଢେ 11 ଘଣ୍ଟିକା ସମୟରେ ଶେଷ ହୋଇଥିଲା |
Share
Read More News
T & C
Privacy Policy
Contact Us
Your browser does not support JavaScript!