Download Now Banner

This browser does not support the video element.

କୋଟପାଡ: ଟିପାଗୁଡ଼ା ଡାକ ବଙ୍ଗଳା ଛକରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମତ ୭ ଗୁରୁତର

Kotpad, Koraput | Aug 23, 2025
ବୈପାରୀଗୁଡା ଥାନା ଅନ୍ତର୍ଗତ ଟିପାଗୁଡା ଡାକ ବଙ୍ଗଳା ଛକରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ l ଶନିବାର ମଧ୍ୟହ୍ନ ବାରଟା ସମୟରେ ଘଟିଛି ଅଘଟନ l ଡ୍ରାଇଭର ସମତ ୭ ଗୁରୁତର l ସମସ୍ତ ଗୁରୁତରଙ୍କୁ ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ସେଥି ମଧ୍ୟରୁ ପବନ କୁମାର ନାମକ ବ୍ୟକ୍ତିଙ୍କୁ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ମେଗା ପାନୀୟ ଜଳ ପାଇପ ସଂଯୋଗୀ କରଣ କାର୍ଯ୍ୟ ନିମନ୍ତେ ପିକଅପ ଭ୍ୟାନରେ ବୈପାରୀଗୁଡା ରୁ ବାଲିଗାଁ ଅଭିମୁଖେ ଯାଉଥିବା ବେଳେ ଟିପାଗୁଡା ଠାରେ ଅଘଟନ ଘଟିଛି l
Read More News
T & CPrivacy PolicyContact Us