This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନବମୀ ପୂଜା ଶେଷ।
Biramitrapur, Sundargarh | Oct 1, 2025
ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଦୂର୍ଗାପୂଜା ପାଳନ କରାଯାଉଥିବାବେଳେ ନବମୀ ପୂଜା କରାଯାଇଛି।ଶାନ୍ତି ଶୃଙ୍ଖଳାର ସହ ଭକ୍ତାଳୁମାନେ ପୂଜା କରିଥିବାବେଳେ କୁଆଁରୀମାନଙ୍କ ପୂଜା ମଧ୍ୟ କରାଯାଇଛି।ନୂଆଗାଁ ବ୍ଲକର ନୂଆଗାଁ,ପୁରୁଣାପାଣି ଟାଉନସିପ କମ୍ୟୁନିଟି ସେଣ୍ଟର,ଟିସ୍କୋର କମ୍ୟୁନିଟି ସେଣ୍ଟର ପ୍ରମୁଖ ସ୍ଥାନରେ ନବମୀ ପୂଜା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ଦେଖିବାକୁ ମିଳିଥିଲା।ରାତି ୯ଟା ପର୍ଯ୍ୟନ୍ତ ବ୍ରାହ୍ମଣ ପ୍ରଜା କାର୍ଯ୍ୟରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।